Here :  

ଝପ ନୀଳମଣୀ

"ଝପ ନୀଳମଣି"
ପ୍ରଥମ ବର୍ଶର ପ୍ରଥମ ଦିନ ମୁଁ ଦେଖିଲି ୟେବେ ମୁଁ ତୁମକୁ
ସେହିଦିନ ଠାରୁ ଇଛା ହୁଏ ଖାଲି ତୁମକୁ ହିଁ ପାଇବାକୁ ......୧

କଲେଜ କୁ ତୁମେ ସବୁଦିନ ଆସ ପିନ୍ଧି ଜିନ୍ସ ଆଉ sporting
ତେଣୁ ଭାବିନେଇଥିଲି ତୁମେ ମୋର ok setting.......୨

କଲେଜରେ ତୁମେ ମୋତେ କଣେଇ କଣେଇ ଚାହଁ
ତେଣୁ ଭାବିନେଇଥିଲି ତୁମେ ମୋତେ ଭଲପାଅ.....୩

ନାମ ଟି ତୁମର "ରାଗିଣୀ" ହେଲେ ପିଲାଏ ଡାକନ୍ତି "ରାଣୀ ରାଣୀ"
ସେହିପରି ନାମ ମୋର "ନୀଳମଣି" ହେଲେ ପିଲାଏ ଡାକନ୍ତି "ଝପ ନୀଳମଣି" ..୪

ଏକା ଆସୁଥିଲ କଲେଜ କୁ ତୁମେ ବୋଧହୁଏ class କରିବାକୁ
ଭାବିନେଇଥିଲି ଏହା ହିଁ ସୁୟୋଗ ତେଣୁ ଚାଲିଗଲି ମୁଁ ତୁମ ପାଖକୁ...୫

କହିଲି I LOVE YOU RANI
ତୁମେ କହିଲ ହାଯ HELOO ଝପ ନୀଳମଣି ଝପ ନୀଳମଣି ....୬